Jump to content

ମରହଟା ଯୁଦ୍ଧ

ଉଇକିଅଭିଧାନ‌ରୁ

ମରହଟା ଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମରହଟା ସମଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଇଂରାଜମାନଙ୍କ ସଙ୍ଗେ ଶିବାଜିଙ୍କ ପରବର୍ତ୍ତୀ ମହାରାଷ୍ଟ୍ରୀୟ ରାଜାମାନଙ୍କ ଯୁଦ୍ଧ — The Marthatta Wars; wars between the English and the Marhattas in India.

[ଦ୍ରଷ୍ଟବ୍ୟ —ଇଂରାଜଙ୍କ ସଙ୍ଗେ ମରହଟାମାନଙ୍କର ତିନି ଥର ଯୁଦ୍ଧ ହୋଇଥିଲା ପ୍ରତି ଥର ମରହଟ୍ଟାମାନେ ପରାସ୍ତ ହୋଇ ଇଂରାଜୀଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିଥିଲେ ପ୍ରଥମବାର ମରହଟ୍ଟା ଯୁଦ୍ଧ ବାରେନ୍ହେଷ୍ଟିଙ୍ଗ୍ସ୍ଙ୍କ ସମୟରେ ଖ୍ରୀ ୧୭୭୯: ଠାରୁ ୧୭୮୧: ମଧ୍ୟରେ ହୋଇଥିଲା; ପ୍ରଥମେ ଇଂରାଜ ସେନା ପରାସ୍ତ ହୋଇଥିଲେ, କିନ୍ତୁ ଶେଷରେ ଇଂରାଜମାନେ ଜୟୀ ହେଲେ ଓ ସାଲବାଇଠାରେ ମରହଟ୍ଟା ଓ ଇଂରାଜଙ୍କ ମଧ୍ୟରେ ସନ୍ଧ ହେଲା ୨ୟ ମରହଟ୍ଟା ଯୁଦ୍ଧ ଖ୍ରୀ. ୧୮୩:ରେ ହୋଇଥିଲା; ଏଥିରେ ଇଂରାଜମାନେ ଜୟୀ ହେଲେ ଓ ମରହଟ୍ଟାମାନେ ଇଂରାଜମାନଙ୍କ ସଙ୍ଗେ ଦେଓଗାଁଠାରେ ସନ୍ଧ କଲେ ଖ୍ରୀ ୧୮୧୭: ତରେ ୩ୟ ମରହଟ୍ଟା ଯୁଦ୍ଧ ହୋଇଥିଲା ଏଥିରେ ମରହଟ୍ଟାମାନେ ପରାସ୍ତ ହେଲେ ଓ ପୁନାରେ ସ୍ୱାକ୍ଷରିତ ସନ୍ଧ ପଳରେ ପେଶବାଙ୍କ ରାଜ୍ୟ ଇଂରାଜଙ୍କ ଶାସନାଧୀନ ହେଲା ଏ ୩ଟି ମରହଟ୍ଟା ଯୁଦ୍ଧଫଳରେ ଶିରବାଜୀଙ୍କ ପରେ ପ୍ରତିଷ୍ଠିତ ପୁନାର ପେଶବା, ଗୋଆଲିଆରର ସିନ୍ଧିଆ, ଇନ୍ଦୋରର ହୋଲକାର, ନାଗରପୁରର ଭୋଁସ୍ଳା ରାଜାମାନେ ଇଂରାଜ ସରକାରଙ୍କ ଅଧୀନତା ସ୍ୱୀକାର କଲେ ଓ ଏନେକଗୁଡ଼ିଏ ମରହଟ୍ଟା ରାଜ୍ୟ ଇଂରାଜଙ୍କ ଖାସ୍ ହସ୍ତବୁଦୀ ହେଲା]