Jump to content

ମରା

ଉଇକିଅଭିଧାନ‌ରୁ

ମରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ମରେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃ. ଧାତୁରୁ ମରଣ)

[ସମ୍ପାଦନା]
୧. ମରିବା; ମୃତ୍ୟୁ; ମରଣ — ୧. Dying death.
୨. ମଡ଼ା; ଶବ —୨. Corps
୩. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହେଲେ ଯଥା—ବାଣମରା' ଚଢ଼େଇମରା; ବନ୍ଧୁକମରା; ଉକୁଣୀମରା)—ମାରିବା — ୩. Killing; discharging.

[ମାରିବାର ଭିନ୍ନ ଭିନ୍ନ ଅର୍ଥ ଦେଖ]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ଚଢ଼େଇମରା ଲୋକ) ଯେ ମାରେ —୧. Killing; destroying.
୨. ମୃତ; ମରିଥିବା; ମଲା —୨. Dead.
୩. ଯେ ମରାଏ; ଯେ ଅନ୍ୟଦ୍ୱାରା ହତ୍ୟା କରାଏ —୩. Causing the death of others.

(ଯଥା—ବଉଁଶମରା ଡାହୁକ)

[ଦ୍ରଷ୍ଟବ୍ୟ —ମରା ଶବ୍ଦ ନାନା ଅର୍ଥରେ ନାନା ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ଦରମରା, ଖରମରା, ଉକୁଣି ମରା, ଜୀବନମରା, ବଉଁଶମରା, ଘିଅମରା, ଧୂଳିମରା, ବନ୍ଧୁକ ମରା, ବାଣମରା ]