Jump to content

ମରାଇ

ଉଇକିଅଭିଧାନ‌ରୁ

ମରାଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରାର=ଖଳା)

[ସମ୍ପାଦନା]

ପାଳର ମୋଡ଼ା ବା ଦଉଡ଼ି କୁଣ୍ଡଳାକାର ହୋଇ ଗୁଡ଼ିଆ ହୋଇ ଥିବା ଓ କୁଟାରେ ଆବୃତ ସ୍ତୂପ, ଯହିଁ ଭିତରେ ବହୁ ପରିମିତ ଧାନ ବହୁକାଳ ସଞ୍ଚିତ ହୋଇ ସରହେ —A hollow stack made of and covered with crushed straw in which a large quantity of paddy is stored for a long time.

ଦେଶଜ - ବିଶେଷଣ - ସ୍ତ୍ରୀ— (ଅଶ୍ଳୀଳ; ଗାଳିରେ ବ୍ୟବହୃତ)

[ସମ୍ପାଦନା]

ଅସତ୍ଚରିତ୍ରା (ସ୍ତ୍ରୀ) — Depraved (woman).



ମରାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ. (ଅଶ୍ଲୀଳ ଗାଲିବିସଶେଷ)

[ସମ୍ପାଦନା]
୧. ମଷ୍ଟ ଚରିତ୍ରା; ବିଟପୀ (ସ୍ତ୍ରୀ —୧. Adulterous (woman).
୨. କାମୁକା (ସ୍ତ୍ରୀ) —୨. Licentious (woman); lustful; libidinous.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମରାଇ (ଦେଖ) - — Marāī (See)