Jump to content

ମରାଳ ଗତି

ଉଇକିଅଭିଧାନ‌ରୁ

ମରାଳ ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ମରାଳର ଗତି ପରି ଗତି; ହଂସ ପରି ଧୀର ଗତି —Slow steps like that of a swan.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି)

[ସମ୍ପାଦନା]

ମରାଳ ଗମନା (ଦେଖ) - —Marāḻa gamana (See)