ମରାଳ ଗମନା
ଦେଖଣା
ମରାଳ ଗମନା
ଉଚ୍ଚାରଣ
[ସମ୍ପାଦନା](ମରାଳ ଗାମିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି)
[ସମ୍ପାଦନା]ରାଜହଂସ ପରି ଧୀର ମନୋହର ଗତିବିଶିଷ୍ଟା (ନାରୀ) —(a woman) Walking with measured and slow steps like the swan.
[ଦ୍ରଷ୍ଟବ୍ୟ —ଧୀରଗତିବିଶିଷ୍ଟ ପୁରୁଷମାନଙ୍କର ଚାଲିକୁ ମରାଳର ଚାଲି ସଙ୍ଗେ କବିମାନେ ତୁଳନା କରିବାର ଦେଖା ଶୁଣା ନାହିଁ ବୋଲି ଏହି ଶବ୍ଦର ପୁଂଲିଙ୍ଗ ଆକାର ଏଠାରେ ଦିଆ ଗଲା ନାହିଁ]