ମରାଳ ନିନ୍ଦିତ
(ମରାଳ ଲାଞ୍ଛିତ—ଅନ୍ୟରୂପ)
ମରାଳ— ଠାରୁ ସୁନ୍ଦର ବା ମନୋହର —More lovely than the swan.
(ଯଥା—ସୁନ୍ଦରୀ ମରାଳନିନ୍ଦିତ ଗତିରେ ଅଗ୍ରସର ହେଲା)