Jump to content

ମରା ହଣା

ଉଇକିଅଭିଧାନ‌ରୁ

ମରା ହଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲୋକଙ୍କୁ ମାରିବା ଓ ହାଣିବା କ୍ରିୟା; ମାର ହାଣ; ହାଣ କାଟ —୧. Killing and cutting of men.
୨. ଭୀଷମ ଯୁଦ୍ଧ — ୨. Fierce battle.
୩. ଜମିକୁ କୋଡ଼ି ଓ ତାଙ୍କଦ୍ୱାରା ଖୋଳା ଖୋଳି କରି ସମତୁଲ କରିବା; ଜମିରେ କୋଡ଼ି ମାରିବା ଓ କାଙ୍କରେ ହାଣିବା — ୩. Act of levelling the ground by means of spade and pickaxe etc.