ମରି
ଦେଖଣା
ମରି
ଉଚ୍ଚାରଣ
[ସମ୍ପାଦନା](ମରିମରି, ମରିଟି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମରି
|
ଦେଶଜ - ଅ. (ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]- ୧. ମୋ ଜୀବନ ସାର୍ଥକ ହେଲା!; ଆହା! କେଡ଼େ ସୁନ୍ଦର! —୧. (interjection) Aha! How grand!
[ଦ୍ରଷ୍ଟବ୍ୟ —ଏହାର ଅର୍ଥ ଏହିକି, ଏ ଦୃଶ୍ୟ ଦେଖି ବା ଏ କଥା ଶୁଣି ମୁଁ ଏତେ ଦୂର ଆନନ୍ଦିତ ହୋଇ ଯାଉଛି ଯେ ମୁଁ ଇଚ୍ଛା କରୁଛି ଏହାହିଁ ଦେଖୁଁ ଦେଖୁଁ ଆନନ୍ଦରେ ବୁଡ଼ିଥିବା ଅବସ୍ଥାରେ ମୁଁ ସୁଖରେ ମରି ଯାଆନ୍ତି]
- ୨. ଆହା!; ହାୟ! —୨. (interjection) Alas!; What a pity!