ମରିଚପତ୍ରକ
ଏକପ୍ରକାର ଶାଳଗଛ — A kind of Shoria Robusta (tree).
[ଦ୍ରଷ୍ଟବ୍ୟ —ବୈଦେୟକମତରେ ଏହା କଫ, ପାଣ୍ଡୁ, କର୍ଣ୍ଣରୋଗ, ପ୍ରମେହ, କୁଷ୍ଠ, ବିଷ ଓ ବ୍ରଣନାଶକ— ଦ୍ରବ୍ୟଗୁଣ]