Jump to content

ମରିଚା ଧରିବା

ଉଇକିଅଭିଧାନ‌ରୁ

ମରିଚା ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମରିଚା ପଡ଼ିବା, ମରିଚା ମାରିବା, ମରିଚା ଲାଗିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଲୁହା) କଳଙ୍କିଯୁକ୍ତ ହେବା —To rust (said of iron).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଳଙ୍କି ଜାତ ହେବା —Rusting (of iron).