ମରିଚ ପାଣି
ଦେଖଣା
ମରିଚ ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରିଚ ପାଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମରିଚବଟା ମିଶ୍ରିତ ଜଳ, କିମ୍ୱା ମରିଚ ସିଦ୍ଧ ହୋଇଥିବା ଜଳ —୧. Water mixed with powdered black- pepper or boiled with pepper.
- ୨. ମରିଚ ମସଲା ମିଶ୍ରିତଜଳଦ୍ୱାରା ପ୍ରସ୍ତୁତ ତରକାରୀର ଝୋଳ —୨. Soup prepared with pasted black pepper.
ଅନୁବାଦ
[ସମ୍ପାଦନା]ମରିଚ ପାଣି
|
ପ୍ରାଦେଶିକ - (ପୁରୀ, ରାହାଙ୍ଗ ଶାସନ) ବିଶେଷ୍ୟ - (ଆଦ୍ୟ ପଦଲୋପୀ ଓଡ଼ିଆ ସମାସ? ପତି+ମରିଚ+ ପାଣି)
[ସମ୍ପାଦନା]ଭାଙ୍ଗପାଣି; ପତିସଙ୍ଗେ ମରିଚ ବଟା ହୋଇ ପ୍ରସ୍ତୁତ କରାଯିବା ପାନୀୟ —Bhang; a drink made by mixing water in a paste of black pepper and Indian hemp-leaves.