ମରିଚ ମସଲା
ଦେଖଣା
ମରିଚ ମସଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମରିଚ ମସଲା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରିଚ+ଫାରାସୀ - ମସାଲା)
[ସମ୍ପାଦନା]ଭାଙ୍ଗ ତିଆରି କରିବା ପାଇଁ ବ୍ୟବହୃତ ମରିଚ ଆଦି ମସଲା —Black pepper and other spices required to be mixed with ganja-leaves in preparing Bhāng.
[ଦ୍ରଷ୍ଟବ୍ୟ —କେତେକ ମରିଚମସଲାର ନାମ—ମରିଚ, ଲବଙ୍ଗ, ଅଳାଇଚ, ଗୁଜୁରାତି, ଜାଇଫଳ, ନାଗେଶ୍ୱର କେଶର, ପୋସ୍ତକଦାନା, ଚନ୍ଦନ— ଗୁଣ୍ଡା, ଜାଇତ୍ରୀ]