Jump to content

ମରୀଚି

ଉଇକିଅଭିଧାନ‌ରୁ

ମରୀଚି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ=ନାଶ କରିବା+ଅପାଦାନ ବା କର୍ତ୍ତୃ. ଈଚି, ଯାହା ଅନ୍ଧକାର ନାଶ କରେ)

[ସମ୍ପାଦନା]
୧. କିରଣ; ରଶ୍ମି — ୧. Ray of light.
୨. ଜ୍ୟୋତିଃ —୨. Lustre;
radiance.
୩. ସପ୍ତର୍ଷିମାନଙ୍କ ମଧ୍ୟରୁ ଜଣେ — ୩. Name of one of the seven primeval sages.

[ଦ୍ରଷ୍ଟବ୍ୟ —ଏ ବ୍ରହ୍ମାଙ୍କ ମାନସ ପୁତ୍ର ଏ ପ୍ରଜା ସୃଷ୍ଟି କରିବା ପାଇଁ ବ୍ରହ୍ମାଙ୍କଦ୍ୱାରା ପ୍ରଜାପତି ରୂପରେ ନିୟୋଜିତ ହୋଇ କର୍ଦ୍ଦମ ଋଷିଙ୍କ କନ୍ୟା କଳା (ମତାନ୍ତରରେ ସଂଭୂତୀ)ଙ୍କୁ ବିବାହ କରିଥିଲେ ଓ ଏହାଙ୍କ ଔରସରେ କଶ୍ୟପ ମୁନି ଜନ୍ମିଥିଲେ]

୪. ଭୃଗୁ ମୁନିଙ୍କର ଏକ ପୁତ୍ର —୪. Name of a son of sage Bhṛugu.
୫. ଦନୁଙ୍କର ଏକ ପୁତ୍ର —୫. Name of a son of Danu.
୬. ପ୍ରାଚୀନ ପରିମାଣବିଶେଷ; ୬ ତ୍ରସରେଣୁ (ହିନ୍ଦୀ - ଶ) —୬. A standard of weight used in ancient times.