ମରୁ
ଦେଖଣା
ମରୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃ. ଧାତୁ+ଅଧିକରଣ. ଉ; ଯେଉଁ ସ୍ଥାନରେ ଲୋକେ ମରିଯାଆନ୍ତି)
[ସମ୍ପାଦନା]- ୧. ବାରିଶୂନ୍ୟ, ଉଦ୍ଭିଦଶୂନ୍ୟ ଓ ପ୍ରାଣୀ— ଶୂନ୍ୟ ଏବଂ କଙ୍କର ଓ ବାଲୁକାମୟ ବିସ୍ତୃତ ପ୍ରାନ୍ତର — ୧. Desert.
- ୨. ପର୍ବତ (ପ୍ରକୃତିବାଦ) —୨. Mountain.
- ୩. ନିର୍ଜଳ ପର୍ବତ (ହିନ୍ଦୀ - ଶ) —୩. A waterless moutain.
- ୪. ମାରବାଡ଼ ଦେଶ —୪. Marwar; the desert country to the south- east of the Punjub.
- ୫. ସୂର୍ଯ୍ୟବଂଶୀୟ ଭାବୀ ରାଜ— ବିଶେଷ —୬. Name of a future king of the Solar dynasty whose advent has been foretold in mythology.
- ୬. ମରୁଆ ଗୁଳ୍ମ (ହିନ୍ଦୀ - ଶ) (ଦେଖ) - —୬. Maruā plant (See)
- ୭. ନରକାସୁରର ସହଚରବିଶେଷ —୭. A friend of demon Narakāsura.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଅନୁର୍ବର — Unfruitful; barren; sterile (place)