Jump to content

ମରୁଡ଼ିଆ

ଉଇକିଅଭିଧାନ‌ରୁ

ମରୁଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦୁର୍ଭିକ୍ଷ ପ୍ରପୀଡ଼ିତ —୧. Famine-stricken.
୨. ମହାମାରୀ ପ୍ରପୀଡ଼ିତ —୨. Stricken with pestilence.
୩. ଅତି ଜୀର୍ଣ୍ଣଶୀର୍ଣ୍ଣ —୩. Emaciated.
୪. ଅସ୍ଥି କଙ୍କାଳାବିଶିଷ୍ଟ —୪. Reduced to skeleton.
୫. (ଗାଳିରେ ବ୍ୟବହୃତ) ନଅଙ୍କିଆ (ଦେଖ) - —୫. Na-aṅkiā (See)
୬. ଜଳାଭାବରୁ ଯେଉଁ ଦେଶର ଶସ୍ୟ ନଷ୍ଟ ହୋଇଅଛି —୬. (a country) In which the principal crop has failed on account of drought.