Jump to content

ମରୁଡି

ଉଇକିଅଭିଧାନ‌ରୁ
  • ମରଡି; ଅକାଳ ମୃତ୍ୟୁ
  • ବହୁ ସଂଖ୍ୟାରେ ମୃତ୍ୟୁ
  • ମଡ଼କ; ମହାମାରୀ; ମାରାତ୍ମକ ବ୍ୟାପକ ରୋଗ
  • ଜଳାଭାବରୁ ଶସ୍ୟ ନାଶ
  • ଦୁର୍ଭିକ୍ଷ
  • ସଂକ୍ରାମକ ରୋଗ ପ୍ରଭାବରୁ ବହୁ ଲୋକଙ୍କର ମରଣ