ମରୁତ୍
ଦେଖଣା
ମରୁତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ)
[ସମ୍ପାଦନା]- ୧. ଦେବତା — ୧. Deity an immortal.
- ୨. ବାୟୁ; ପବନ; ପଞ୍ଚ ମହାଭୂତମଧ୍ୟରୁ ଏକତମ —୨. The air (one of the ୫ elements of the creation).
- ୩. ବାୟୁ ବା ପବନ ଦେବତା —୩. The air personified as a Deity the Wind god.
[ଦ୍ରଷ୍ଟବ୍ୟ —କଶ୍ୟପଙ୍କ ସ୍ତ୍ରୀ ଦିତିଙ୍କ ପୁତ୍ରମାନେ ଗୋଟିଏ ଅଜେୟ ପୁତ୍ର ପ୍ରାର୍ଥନା କରି— ଥିଲେ ସେହି ଫଳରେ ଦିତି ବାୟୁଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଦିତିଙ୍କ ସପତ୍ନୀ ପୁତ୍ର ଇତ୍ର ଗର୍ଭସ୍ଥ ଭ୍ରୂଣକୁ ବଜ୍ରଦ୍ୱାରା ୪୯: ଖଣ୍ଡ କରି କାଟି ପକାଇଲେ; କନ୍ତୁ କଶ୍ୟପଙ୍କ ବର ପ୍ରଭାବରୁ ଏ ସ୍ୱତନ୍ତ୍ର ରୂପ ଧାରଣ କରି ୪୯: ଖଣ୍ଡ ୪୯: ବାୟୁ ନାମରେ ଖ୍ୟାତ ହେଲେ]
- ୪. ବାୟୁ କୋଣ; ଉତ୍ତର ପଶ୍ଚିମ କୋଣ —୪. The north west point of the compass.
- ୫. ପ୍ରାଣ (ହିନ୍ଦୀ - ଶ) —୫. Life.
- ୬. ପ୍ରାଣ ବାୟୁ —୬. The breath of life; the vital air inside the body.
- ୭. ସୁନା (ହିନ୍ଦୀ - ଶ) —୭. Gold.
- ୮. ସୌନ୍ଦର୍ଯ୍ୟ (ହିନ୍ଦୀ - ଶ) —୮. Beauty; grace.
- ୯. ମରୁଆ (ହିନ୍ଦୀ - ଶ) (ଦେଖ) - —୯. Maruā (See)
- ୧. ଗ୍ରନ୍ଥିପର୍ଣ୍ଣ (ହିନ୍ଦୀ - ଶ) —୧୦. Granthi parnna (See).