Jump to content

ମରୁତ୍ତ

ଉଇକିଅଭିଧାନ‌ରୁ

ମରୁତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମରୁତ୍+ତନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯଜ୍ଞଶୀଳ ଚନ୍ଦ୍ର— ବଂଶୀୟ ଜନୈକ ରାଜା —୧. Name of a king of the Lunar dynasty.

[ଦ୍ରଷ୍ଟବ୍ୟ —ଏ ବହୁବାର ଯଜ୍ଞ କରିଥିଲେ ଓ ଯଜ୍ଞରେ ସ୍ୱର୍ଣ୍ଣ ପାତ୍ରମାନ ବ୍ୟବହାର କରି— ଥିଲେ ଏହାଙ୍କର ସାତରାଣୀ ଓ ୧୮: ପୁତ୍ର ଥିଲେ ଏ କରନ୍ଧରଙ୍କ (ମତାନ୍ତରରେ ଅବୀକ୍ଷିତଙ୍କ) ପୁତ୍ର ଥିଲେ (ହିନ୍ଦୀ - ଶ)]

୨. ବାୟୁ; ପବନ —୨. The wind.