Jump to content

ମରୁଦ୍ୱିପ

ଉଇକିଅଭିଧାନ‌ରୁ

ମରୁଦ୍ୱିପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମରୁ=ଜଳାଦି ଶୂନ୍ୟ ଦେଶ+ଦ୍ୱିପ =ହାତୀ)

[ସମ୍ପାଦନା]

ଉଷ୍ଟ୍ର; ଓଟ —The camel.

[ଦ୍ରଷ୍ଟବ୍ୟ —ତୁଳନା କର, ଇଂରାଜିରେ ଓଟର ଏକ ନାମ ମରୁଭୂମିର ଜାହାଜ —The ship of the desert.]