Jump to content

ମରୁ଼ଡ଼ି

ଉଇକିଅଭିଧାନ‌ରୁ

ମରୁ଼ଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ମୃ ଧାତୁ)

[ସମ୍ପାଦନା]
୧. ମରଡ଼ି; ଅକାଳ ମୃତ୍ୟୁ — ୧. Death before proper age.
୨. ବହୁ ସଂଖ୍ୟାରେ ମୃତ୍ୟୁ —୨. Death in large numbers.

[ଉ—ଏ ସକାଶରୁ ହାତୀ ଘୋଡ଼ାଙ୍କ ମରୁଡ଼ି, ପଡ଼ିଥିଲା ରଥିଏ ଶର ଛାଡ଼ି କୃଷ୍ଣସିଂହ ମହାଭାରତ ଭୀଷ୍ମ]

୩. ମକଡ଼; ମହାମାରୀ; ମାରାତ୍ମକ ବ୍ୟାପକ ରୋଗ —୩. Pestilence; mortal epidemic.
୪. ଜଳାଭାବରୁ ଶସ୍ୟ ନାଶ —୪. Withering; of crops due to drought.
୫. ଦୂଭିକ୍ଷ —୫. Famine.
୬. ସଂକ୍ରାମକ ରୋଗ ପ୍ରଭାବରୁ ବହୁ ଲୋକଙ୍କର ମରଣ —୬. Mortality due to some epidemic disease.