Jump to content

ମରେଇ ପୋକ

ଉଇକିଅଭିଧାନ‌ରୁ

ମରେଇ ପୋକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ରିମିଜାତୀୟ ଏକପ୍ରକାର ସାମୁଦ୍ରିକ ପୋକ — A kind of Sea-worm.

[ଦ୍ରଷ୍ଟବ୍ୟ —ଏମାନେ ଡଙ୍ଗାର ପାଣିରେ ବୁଡ଼ିଥିବା ଅଂଶର କାଠକୁ କାଟି ନଷ୍ଟ କରନ୍ତି]