Jump to content

ମର୍କ

ଉଇକିଅଭିଧାନ‌ରୁ

ମର୍କ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ, ଗଞ୍ଜାମ)—ବି

[ସମ୍ପାଦନା]

ସଂସ୍କୃତ - ମରୁକ; ତୁଳ ହିନ୍ଦୀ - ମରଗୀ=ସଂକ୍ରାମକ ଓ ମାରତ୍ମକ ରୋଗ—ହଇଜା ରୋଗ — Colera.

ସଂସ୍କୃତ - ବି—(ମର୍କ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବାୟୁ (ହିନ୍ଦୀ - ଶ) —୧. Air.
୨. ମାକଡ଼ (ହିନ୍ଦୀ - ଶ) — ୨. Monkey.
୩. ଦେହ (ହିନ୍ଦୀ - ଶ) —୩. Body.
୪. ଶୁକ୍ରାଚାର୍ଯ୍ୟଙ୍କ ଏକ ପୁତ୍ରର ନାମ (ହିନ୍ଦୀ - ଶ) — ୪. Name of a son of Ṡukrāchārj̄yā.