Jump to content

ମର୍କଟ

ଉଇକିଅଭିଧାନ‌ରୁ
  • ବାନର
  • ପାତିମାଙ୍କଡ଼
  • ମାକଡ଼ସା; ବୁଢିଆଣି; ଉର୍ଣ୍ଣନାଭ
  • ହାଡ଼ବିଳା ପକ୍ଷୀ
  • ବିଷ ବିଶେଷମର୍କଟ

ଉଚ୍ଚାରଣ

[ସମ୍ପାଦନା]
(ମର୍କଟୀ—ସ୍ତ୍ରୀ) 

ସଂସ୍କୃତ - ବି—(ମର୍କ ଧାତୁ+କର୍ତ୍ତୃ. ଅଟ)

[ସମ୍ପାଦନା]
୧. ବାନର — ୧. Monkey.
୨. ପାତିମାଙ୍କଡ଼ —୨. Ape.
୩. ମାକଡ଼ସା; ବୁଢ଼ିଆଣି; ଊର୍ଣ୍ଣନାଭ —୩. Spider.


(ଉ—ବିଭୀଷଣ ଭାଷଣ ମର୍କଟ ଜାଲରେ ମର୍କଟ ଜାଳ, ବନ୍ଧନ କରି ନିଧନ ବିଚାରିବା ରହିବା ଏ କେତେକଳ ଭଞ୍ଜ. ବୈଦେହୀଶବିଳାସ)

୪. ହାଡ଼ଗିଳା ପକ୍ଷୀ — ୪. The Adjuttant bird, Leptoptilus Dubius.
୫. ବିଷ ବିଶେଷ —୫. A kind of poison.