Jump to content

ମର୍କଟକ

ଉଇକିଅଭିଧାନ‌ରୁ

ମର୍କଟକ

ଉଚ୍ଚାରଣ

[ସମ୍ପାଦନା]

(ମର୍କଟିକୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମର୍କଟ+ସ୍ୱର୍ଥେ. କ)

[ସମ୍ପାଦନା]

ମାକଡ଼ସା; ବୁଢ଼ିଆଣି — Spider.

୨. ଘାଷ ବିଶେଷ (ହିନ୍ଦୀ - ଶ) — ୨. A kind of grass.
୩. ମତ୍ସ୍ୟ ବିଶେଷ — ୩. A kind of fish.
୪. ଦୈତ୍ୟ ବିଶେଷ — ୪. Name of a demon.
୫. ମାକଡ଼ (ହିନ୍ଦୀ - ଶ) — ୫. Monkey.