ମର୍କଟୀ
ଦେଖଣା
ମର୍କଟୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ମର୍କଟ+ଈ)
[ସମ୍ପାଦନା]- ୧. ମାଈମାକଡ଼ —୧. A female monkey.
- ୨. ମାଈ ମାକଡ଼ସା — ୨. A female spider.
- ୩. ବାଇଢ଼ଙ୍କ (ହିନ୍ଦୀ - ଶ) — ୩. Cowhage.
- ୪. ଅପାମାର୍ଗ (ହିନ୍ଦୀ - ଶ) (ଦେଖ) - — ୪. Apāmārga (See).
- ୫. ଅଜାମୋଦା (ହିନ୍ଦୀ - ଶ) (ଦେଖ) - —୫. Ajāmodā (See)
- ୬. ଏକ ପ୍ରକାର କରଞ୍ଜ (ହିନ୍ଦୀ - ଶ) —୬. A kind of karan̄ja tree.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଅସୁନ୍ଦରୀ ଓ କୃଶା ସ୍ତ୍ରୀ —A thin and ugly-looking woman.