Jump to content

ମର୍କଟ ରାଜ

ଉଇକିଅଭିଧାନ‌ରୁ

ମର୍କଟ ରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍ ବା ୭ମୀ ତତ୍)

[ସମ୍ପାଦନା]
୧. ମର୍କଟମାନଙ୍କ ରାଜା —୧. A king of monkeys.
୨. ସୁଗ୍ରୀବ —୨. Sugrība.
୩. ବାଳି —୩. Bāḻi.
୪. ହନୁମାନ୍ —୪. Hanumān.