Jump to content

ମର୍କରା

ଉଇକିଅଭିଧାନ‌ରୁ

ମର୍କରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ମର୍କ. ଧାତୁ+କର୍ମ. ଅର+ଆ)

[ସମ୍ପାଦନା]
୧. ଦରୀ; ଗୁହା — ୧. Cave.
୨. ଭାଣ୍ଡ; ପାତ୍ର —୨. Receptacle.
୩. ବନ୍ଧ୍ୟା ସ୍ତ୍ରୀ —୩. A barren woman.
୪. ସୁଡ଼ଙ୍ଗ (ହିନ୍ଦୀ - ଶ) —୪. A subterranean passage.