ମର୍ଗେଜ୍
ଦେଖଣା
ମର୍ଗେଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମର୍ଟ୍ଗେଜ) (କଚିରିଆ)
[ସମ୍ପାଦନା]ଭୂସମ୍ପତ୍ତି ବନ୍ଧକ ଦେଇ ଟଙ୍କା ନେବା କାରବାର; ବନ୍ଧକ — Mortgage.
ମର୍ଗେଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମର୍ଟଗେଜ୍—ଅନ୍ୟରୂପ)
ବୈଦେଶିକ - ୟ ବିଶେଷ୍ୟ - (ମର୍ଟଗେଜ୍; ମର୍ଗେଜ୍ରୂପ ଉଚ୍ଚାରିତ)— (କଚିରିଆ)
[ସମ୍ପାଦନା]ସମ୍ପତ୍ତି ବନ୍ଧକ —Mortgage.