ମର୍ତେଲ୍
ମରଣାନ୍ତକ ଭାବରେ ; ମରିଯିବା ଭଳି —Mortally.
(ଯଥା—ମାଷ୍ଟର୍ପିଲାକେ ମର୍ତେଲ୍ ପିଟିଦେଇ ଛନ୍) (ତୁଳ. ଇଁ. ମର୍ଟାଲ)