Jump to content

ମର୍ତ୍ତବ୍ୟ

ଉଇକିଅଭିଧାନ‌ରୁ

ମର୍ତ୍ତବ୍ୟ

ଉଚ୍ଚାରଣ

[ସମ୍ପାଦନା]
[ମର୍ତ୍ତବ୍ୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ମୃ ଧାତୁ+ଶୀଳାର୍ଥେ. ତବ୍ୟ)

[ସମ୍ପାଦନା]
୧. ମରଣଶୀଳ — ୧. Liable to death.
୨. ମରିବା ଯୋଗ୍ୟ — ୨. Deserving death.

ସଂସ୍କୃତ - ବିଶେଷ୍ୟ - (+ଭାବ. ତବ୍ୟ)

[ସମ୍ପାଦନା]

ମରଣ; ମୃତ୍ୟୁ —Death.