ମର୍ଦ୍ଦ
ଦେଖଣା
ମର୍ଦ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୃଦ୍ ଧାତୁ=ମଳିବା+ଭାବ. ଅ)
[ସମ୍ପାଦନା]- ୧. ପେଡ଼ିବା; ପିଷ୍ଟ କରଣ; ପେଷଣ; ଦଳିବା; ପେଷିବା; ଦଳନ; ମଳିବା —୧. Trampling; thrashing; crushing; brusing;.
- ୨. ଚୂରିବା — ୨. Grinding; pounding.
- ୩. ସଂବାହନ; ଘଷିବା —୩. Robbing; shampooing.
- ୪. ଚାପିବା; ଚିପିବା — ୪. Sqeezing; pressing.
ଅନୁବାଦ
[ସମ୍ପାଦନା][ମଦୀ, ମାଈ, ମାଈକିନିଆ(ଆ)—ସ୍ତ୍ରୀ]
(ମର୍ଦ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ଫାରାସୀ - ମର୍ଦ୍ଦ; ତୁଳ. ସଂସ୍କୃତ - ମର୍ତ୍ତ)
[ସମ୍ପାଦନା]ମରଦ ଇତ୍ୟାଦି (ଦେଖ) - —marada etc (See)