Jump to content

ମର୍ଦ୍ଦକ

ଉଇକିଅଭିଧାନ‌ରୁ

ମର୍ଦ୍ଦକ

ଉଚ୍ଚାରଣ

[ସମ୍ପାଦନା]
(ମର୍ଦ୍ଦିକା, ମର୍ଦ୍ଦିନୀ—ସ୍ତ୍ରୀ) 

(ମର୍ଦ୍ଦା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ମୃଦ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଦଳନକାରୀ — ୧. Crushing.
୨. ତେଲ ଆଦି ଯେ ଅନ୍ୟର ଦେହରେ ମର୍ଦ୍ଦନ କରେ —୨. Anointing; shampooing.