Jump to content

ମର୍ଦ୍ଦନ

ଉଇକିଅଭିଧାନ‌ରୁ

ମର୍ଦ୍ଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୃଦ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ମର୍ଦ୍ଦ (ଦେଖ) - Mardda (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ତୈଳ ମର୍ଦ୍ଦନ, ସ୍ନାନ ପୂର୍ବରୁ ତୈଳଭ୍ୟଙ୍ଗ —Anointing oil on the body before bath.

(ଉ—ବିମ୍ଫା ନୋହିଲା ମର୍ଦ୍ଦନ ନାଜଣା, ବେଗେ ଗଲାତ ନ ଯାଇ ଏ ଜଣା ଭଞ୍ଜ. ଲାବଣ୍ୟବତୀ)