Jump to content

ମର୍ଦ୍ଦଳ

ଉଇକିଅଭିଧାନ‌ରୁ

ମର୍ଦ୍ଦଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସ. ବିଶେଷ୍ୟ - (ମର୍ଦ୍ଦ=ଲା ଧାତୁ=ଗ୍ରହଣ କରିବା=କର୍ତ୍ତୃ. ଅ)

[ସମ୍ପାଦନା]

ମାଦଳ; ଆନନ୍ଧ ବାଦ୍ୟଯନ୍ତ୍ର ବିଶେଷ; ମୃଦଙ୍ଗ; ପଖୋଜ —A drum covered over with skin and struck at both ends.

[ଦ୍ରଷ୍ଟବ୍ୟ —ଦୁଇ ହାତଦ୍ୱାରା ଏହାର ଦୁଇ ପାଖରେ ଆଘାତ କରାଯାଏ]