ମର୍ଦ୍ଦ ଗାଜି
ଦେଖଣା
ମର୍ଦ୍ଦ ଗାଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. କ୍ଷତ୍ରିୟମାନଙ୍କର ରାଜଦତ୍ତ ଉପାଧିବିଶେଷ — ୧. A title bestowed by kings on a distingushed warrior.
- ୨. ନାମ ବିଶେଷ — ୨. A name given to males.
ଦେଶଜ - ବିଶେଷଣ -
[ସମ୍ପାଦନା]ବାହାଦୁର୍; ବୀର —Heroic; valiant.
[ଉ—ଆଗ, ସୁନା ପାଗ ମଝି, ମର୍ଦ୍ଦଗାଜି ପଛ, ଗୃହ ପୋଛ! ସିଶୁରଞ୍ଜନ ଗୀତ]