Jump to content

ମର୍ଦ୍ଧା

ଉଇକିଅଭିଧାନ‌ରୁ

ମର୍ଦ୍ଧା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂର୍ଦ୍ଧ ଧାତୁ=ବନ୍ଧନ କରିବା+ଅଧି. ଅନ, ନିପାତନ; ଯହିଁରେ ବନ୍ଧନ କରାଯାଏ, ମୂର୍ଦ୍ଧନ ଶଦ୍ଦର ୧ମା. ୧ବ)

[ସମ୍ପାଦନା]
୧. ଉତ୍ତମାଙ୍ଗ; ମସ୍ତକ — ୧. The head.
୨. ଉଚ୍ଚ ପଦାର୍ଥ (ପର୍ବତ, କୋଠା, ଦେଉଳ ପ୍ରଭୃତି)ର ଶିରୋଭାଗ ବା ଅଗ୍ର — ୨. The top of a tall or high thing.
୩. (ଜ୍ୟାମିତି) କୌଣସି ଜ୍ୟାମିତିକ କ୍ଷେତ୍ରର ଭୂମି — ୩. The base of a geometrical figure.