ମର୍ମଘାତୀ
ଦେଖଣା
ମର୍ମଘାତୀ
ଉଚ୍ଚାରଣ
[ସମ୍ପାଦନା]ମର୍ମଘାତିନୀ, ମର୍ମ ଚ୍ଛେଦିକା, ମର୍ମଚ୍ଛେଦିନୀସ୍ତ୍ରୀ
(ମର୍ମଘାତକ, ମର୍ମଚ୍ଛେଦକ, ମର୍ମଚ୍ଛେଦୀ, ମର୍ମପ୍ରହାରକ—ଅନ୍ୟରୂପ)
[ମର୍ମଘାତ(ତି, ତେ)କା—ଗ୍ରାମ୍ୟରୂପ]
ସଂସ୍କୃତ - ବିଶେଷଣ - ପୁଂ. (ମର୍ମ+ହନ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ମର୍ମଭେଦୀ; ହୃଦୟରେ ବ୍ୟଥା— ଦାୟକ —୧. Cutting to the quick.
- ୨. ପ୍ରାଣଘାତୀ — ୨. Mortal.