Jump to content

ମର୍ମଜ୍ଞ

ଉଇକିଅଭିଧାନ‌ରୁ

ମର୍ମଜ୍ଞ

ଉଚ୍ଚାରଣ

[ସମ୍ପାଦନା]

ମର୍ମଗ, ମର୍ମବେଦୀଅନ୍ୟରୂପ

(ମର୍ମଜ୍ଞ, ମର୍ମଗା, ମର୍ମବେଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଁ. ପୁଂ. (ମର୍ମ+ଜ୍ଞା. ଧାତୁ=କର୍ତ୍ତୃ. ଅ)

[ସମ୍ପାଦନା]
୧. ରହସ୍ୟଜ୍ଞ; ତତ୍ତ୍ୱଜ୍ଞ —୧. knowing the secret.
୨. ତାତ୍ପର୍ଯ୍ୟଗ୍ରାହୀ —୨. Discerning the hidden meaning.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

A learnd man.