Jump to content

ମର୍ମଭେଦ

ଉଇକିଅଭିଧାନ‌ରୁ

ମର୍ମଭେଦ

ଉଚ୍ଚାରଣ

[ସମ୍ପାଦନା]

(ମର୍ମବିଦାରଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୁପ୍ତ ରହସ୍ୟର ଅବଧାରଣ —୧. Penetration into a secret.
୨. ଦୁଃଖରେ ଛାତି ଫାଟିଯିବା; ହୃଦୟ ବେଦନା — ୨. The breaking or bursting of the heart.
୩. ଶର ଆଦି ମର୍ମ ସ୍ଥଳରେ ଫୁଟିବା — ୩. The piercing of a vital part of the body by a weapon.