ମର୍ମଭେଦୀ
ଦେଖଣା
ମର୍ମଭେଦୀ
ଉଚ୍ଚାରଣ
[ସମ୍ପାଦନା](ମର୍ମଭିଦ୍—ଅନ୍ୟରୂପ)
(ମର୍ମଭେଦିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁ. (ମର୍ମ+ଭିଦ୍ ଧାତୁ+କର୍ତ୍ତୃ. ଇନ୍; ୧ମା ୧ବ)
- ୧. ମର୍ମରେ ବ୍ୟଥାଦାୟକ —୧. Cutting one to the quick; heart-rending; breaking one's heart.
- ୨. ଜୀବସ୍ଥାନକୁ ଭେଦକାରୀ —୨. Piercing a vital part of the body.
ଧ୍ୱନି (ମାନକ ଓଡ଼ିଆ) (file)