Jump to content

ମର୍ମାନ୍ୱେଷଣ

ଉଇକିଅଭିଧାନ‌ରୁ

ମର୍ମାନ୍ୱେଷଣ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Marmānweshaṇa
  • ଆଇ.ପି.ଏ. — mˈɔ ɾˈɔ hˈʌlˈʌntɔ mˈɔ ˈakaɾ nˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ mˌudʰennoʃʃˈɔ ɳˈɔ

(ମର୍ମାନୁସନ୍ଧାନ—ଅନ୍ୟରୂପ)

(ମର୍ମାନ୍ୱେଷୀ, ମର୍ମାନୁସନ୍ଧାୟୀ—ବିଶେଷ୍ୟ - ପୁଂ)

ସଂସ୍କୃତ - ବି—(୬ଷ୍ଠୀ ତତ୍; ମର୍ମ+ଅନ୍ୱେଷଣ)

[ସମ୍ପାଦନା]
୧. ଦେହର ମର୍ମ ସନ୍ଧିମାନ ଖୋଜିବା — ୧. Probing the vital parts.
୨. ମନୁଷ୍ୟର ଦୁର୍ବଳତାର ଓ ଗୁପ୍ତ ବିଷୟର ଅନୁସନ୍ଧାନ —୨. Seeking the weak or vulnerable points of a person.