Jump to content

ମର୍ମାହତ

ଉଇକିଅଭିଧାନ‌ରୁ

ମର୍ମାହତ

ଉଚ୍ଚାରଣ

[ସମ୍ପାଦନା]
(ମର୍ମାହତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ—(୭ମୀ ତତ୍)

[ସମ୍ପାଦନା]
୧. ମର୍ମରେ ଆଘାତପ୍ରାପ୍ତ — ୧. Mortally wounded; wounded at a vulnerable part.
୨. ଅନ୍ତରରେ ବେଦନାପ୍ରାପ୍ତ —୨. Cut to the quick.