Jump to content

ମର୍ମ ସ୍ଥଳ

ଉଇକିଅଭିଧାନ‌ରୁ

ମର୍ମ ସ୍ଥଳ

ଉଚ୍ଚାରଣ

[ସମ୍ପାଦନା]

(ମର୍ମସ୍ଥାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦେହର ସାଂଘାତିକ ସନ୍ଧିସ୍ଥଳ —୧. A vital or most sensitive part of the body.
୨. ହୃଦୟ; ଅନ୍ତର —୨. The heart; the immost recess of the heart.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୁପ୍ତସ୍ଥାନ —Secret place.

[ଉ—ସେ ନଦୀ ତଟ ଲତା ବନ, ଗୁପତ ପ୍ରେମ ମର୍ମ ସ୍ଥାନ ଜଗନ୍ନାଥ. ଭାଗବତ]