Jump to content

ମର୍ଯ୍ୟାଦାବାନ୍

ଉଇକିଅଭିଧାନ‌ରୁ

ମର୍ଯ୍ୟାଦାବାନ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ସମ୍ଭ୍ରାନ୍ତ —୧. Respectable.
୨. ସମ୍ମାନିତ —୨. Honoured.
୩. ଯେ ସଦାଚାର ଅନୁସାରେ କାର୍ଯ୍ୟ କରେ —୩. Respectful; acting according to approved custom.