ମର୍ଶ
ଦେଖଣା
ମର୍ଶ
ଉଚ୍ଚାରଣ
[ସମ୍ପାଦନା](ମର୍ଶନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ)
[ସମ୍ପାଦନା]- ୧. ମନ୍ତ୍ରଣା; ପରାମର୍ଶ —୧. Consultation; deliberation.
- ୨. ଉପଦେଶ —୨. Advice.
- ୩. ନାସ; ଯେଉଁ ବସ୍ତୁ ସୁଂଘିଲେ ଛିଙ୍କ ହୁଏ —୩. A sternutatory (Apte).
- ୪. ଘର୍ଷଣ; ଘଷିବା —୪. Rubbing (Apte).
- ୫. ଦେହରୁ ମଳି ଛଡ଼ାଇବା —୫. Rubbing off dirt from the. (Apte).