Jump to content

ମର୍ଷଣ

ଉଇକିଅଭିଧାନ‌ରୁ

ମର୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ମର୍ଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମୃଷ୍. ଧାତୁ=କ୍ଷମା କରିବା+ଭାବ. ଅନ)

[ସମ୍ପାଦନା]
୧. କ୍ଷମା କରିବା —୧. Forgiveness.
୨. ସହିବା; ସହନ —୨. Fortitude, forbearance; endurace.
୩. ନାଶନ —୩. Destruction; ruination.
୪. ଧୈର୍ଯ୍ୟ —୪. Patience.