Jump to content

ମଲ

ଉଇକିଅଭିଧାନ‌ରୁ

ମଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳୟ; ଏହା ବଙ୍ଗ ଦେଶରେ ପ୍ରଚଳିତ ଅଳଙ୍କାର; ବଙ୍ଗୀୟମାନଙ୍କଠାରୁ ଏହା ଆମ ଦେଶରେ ଓ ଭାଷାରେ ପ୍ରବେଶ କରିଅଛି)

[ସମ୍ପାଦନା]
୧. ଗୋଡ଼ର ଚକ୍ରାକୃତି ବଳା; ପାଦ ବଳୟ —୧. Circular anklet,

[ଦ୍ରଷ୍ଟବ୍ୟ —ଏହା ପାଦ— ଗଣ୍ଠି ତଳେ ପିନ୍ଧାଯାଏ ଏହା ସାଧାରଣତଃ ପୋଲା ଚେପଟା ବା ଗୋଲ ବଳୟକୁ ମୋଡ଼ି କରି ମଧ୍ୟ ଏକ ପ୍ରକାର ମଲ କରାଯାଏ, ଏହାକୁ ବାଙ୍କ ମଲ କହନ୍ତି]

୨. ମଲ୍ଲ (ଦେଖ) - —୨. Malla (See)
୩. ଗୁଡ଼ିଆ ଓ ଗଉଡ଼ଙ୍କ ଉପାଧି ବିଶେଷ —୩. A family title of some confectioners and milkmen.
୪. ମାରବାଡ଼ିମାନଙ୍କ ଉପାଧି ବିଶେଷ —୪. A family title amongst the Marwaris.