ମଲାଟ ବାଡ଼
ଦେଖଣା
ମଲାଟ ବାଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ମାଲ୍ଲେଟ୍=କାଠର ବଡ଼ ହାତୁଡା)
[ସମ୍ପାଦନା]ନଈବନ୍ଧର ମାଟିକୁ ନଦିଜଳର ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ହାତୁଡ଼ାଦ୍ୱାରା ଦୃଢ଼ରୂପେ ବାଡ଼ିଆ ଯାଇ ପୋତା ଯିବା କାଠ ବା ବାଉଁଶ ଖୁଣ୍ଟିର ବାଡ଼ —A fence of bamboo or wooden posts driven deep at the foot of an embankment to save it form erosion.