ମଲାପଣ
ଦେଖଣା
ମଲାପଣ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ମୃତ+ପ୍ରପାନକ)
[ସମ୍ପାଦନା]୪ର୍ଥ, ୭ମ ଓ ୯ମ ଶୀତଳ; ମୃତ ବ୍ୟକ୍ତିର ଅନ୍ତ୍ୟେଷ୍ଟିକ୍ରିୟା ଉପ— ଲକ୍ଷରେ ମୃତ୍ୟୁର ୪ର୍ଥ, ୭ମ ଓ ୯ମ ଦିନ ସମବେତ କୁଟୁମ୍ୱ ବନ୍ଧୁ ଓ ବ୍ରହ୍ମଣମାନଙ୍କୁ ଖାଇବାକୁ ଦିଆଯିବା ଶୀତଳ ବା ଜଳଖିଆ ସାମଗ୍ରୀ —Tiffin or light refreshments served to friends, relatives and Brāhmaṇas during the obsequies.