Jump to content

ମଲା ଜହ୍ନ

ଉଇକିଅଭିଧାନ‌ରୁ

ମଲା ଜହ୍ନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦିବସରେ ଆକାଶରେ ଦେଖାଯିବା ପ୍ରଭା— ହୀନ ଚନ୍ଦ୍ର —୧. Lustreless moon seen in the sy in the day time.
୨. ଦ୍ୱିତୀୟାଠାରୁ ୭ମୀ ବା ୮ମୀ ପର୍ଯ୍ୟନ୍ତ ରାତିରେ ଚନ୍ଦ୍ରମଣ୍ଡଳର ଯେଉଁ ଅଂଶ ନିଷ୍ପ୍ରଭ ଦେଖା ଯାଉଥାଏ —୨. The pat of the moon's orb which looks lustreless during the night when the moon is below its ୮th digit.